ଭାରତର ପାୱାରଫୁଲ୍ ବିଜିନେସ୍ମ୍ୟାନ
india today survey power list
ଇଣ୍ଡିଆ ଟୁଡେ଼ ପକ୍ଷରୁ ଭାରତର ଟପ ଟେନ୍ କ୍ଷମତାଶାଳୀ ଶିଳ୍ପପତିଙ୍କ ନାମ ପ୍ରକାଶ ପାଇଛି । ଯେଉଁମାନେ କି ଦେଶରେ ଏବେ ବେଶ୍ ପ୍ରଭାବ ବିସ୍ତାର କରୁଛନ୍ତି । ଏହି ତାଲିକାରେ ମୁକେଶ ଅମ୍ବାନୀ ଏକ ନମ୍ବର ତାଲିକାରେ ରହିଛି ।
ଏବେ ଦେଖନ୍ତୁ ପାୱାରଫୁଲ ତାଲିକା
୧. ମୁକେଶ ଅମ୍ବାନୀ
୨. କୁମାର ମଙ୍ଗଲମ ବିର୍ଲା
୩. ଗୌତମ ଆଦାନୀ
୪. ଏନ୍ ଚନ୍ଦ୍ରଶେଖରନ୍
୫. ସଜ୍ଜନ ଜିନ୍ଦଲ
୬. ସୁନୀଲ ଭାରତ ମିତ୍ତଲ
୭. ଅନୀଲ ଅଗ୍ରୱାଲ
୮. ସଞ୍ଜୀବ ପୁରୀ
୯. ରାହୁଲ ଭାଟିଆ
୧୦. କିରଣ ମଜୁମଦାର ଶ’