ଭାରତର ଟପ୍ ଟେନ୍ ରାଜନେତା
india today survey power list
ଇଣ୍ଡିଆ ଟୁଡେ଼ ପକ୍ଷରୁ ଭାରତର ଟପ ଟେନ୍ ରାଜନେତାଙ୍କ ନାମ ପ୍ରକାଶ ପାଇଛି । ଯେଉଁମାନେ କି ଦେଶରେ ଏବେ ବେଶ୍ ପ୍ରଭାବ ବିସ୍ତାର କରୁଛନ୍ତି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନମ୍ବର ତାଲିକାରେ ରହିଛି ।
ଏବେ ଦେଖନ୍ତୁ ପାୱାରଫୁଲ ତାଲିକା
୧. ନରେନ୍ଦ୍ର ମୋଦି
୨. ମୋହନ ଭାଗବତ
୩. ଅମିତ ଶାହା
୪. ରାହୁଲ୍ ଗାନ୍ଧୀ
୫. ଚନ୍ଦ୍ରବାବୁ ନାଇଡୁ
୬. ନୀତିଶ କୁମାର
୭. ଯୋଗୀ ଆଦିତ୍ୟନାଥ
୮. ଏମ କେ ଷ୍ଟାଲିନ୍
୯. ମମତା ବାନାର୍ଜୀ
୧୦. ଅଖିଳେଶ ଯାଦବ