ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ୍ ଦଣ୍ତ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୪ ବର୍ଷ ଜେଲ୍ ଦଣ୍ତାଦେଶ । ଏହାସହ ଇମ୍ରାନଙ୍କ ପତ୍ନୀଙ୍କୁ ୭ ବର୍ଷ ଜେଲ୍ ଦଣ୍ତ ଦିଆଯାଇଛି । ଅଲ୍ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ତାଙ୍କୁ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି ପାକିସ୍ତାନ କୋର୍ଟ ।