ନବୀନଙ୍କ ‘ସାର’ ଚିଠି
ଭୁବନେଶ୍ୱର : କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି । ସାର ଯୋଗାଣରେ ଅବ୍ୟବସ୍ଥା ସଂପର୍କରେ ଚିଠି ଲେଖିଲେ ନବୀନ । ଚାଷୀଙ୍କ ବୃହତ୍ତ ସ୍ୱାର୍ଥ ଦୃଷ୍ଟିରୁ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ଦାବି କଲେ । ସମୟୋଚିତ ପଦକ୍ଷେପ ନନେଲେ କୃଷି ଉତ୍ପାଦନରେ ବ୍ୟାଘାତ ହେବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।