ମାଷ୍ଟରକ୍ୟାଣ୍ଟିନ ଛକରେ ଧକ୍କା ଦେଲା ମୋ ବସ୍, ୨ ଯୁବକ ଗୁରୁତର
ଭୁବନେଶ୍ୱର: ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନ ଛକରେ ୨ଜଣ ଯୁବକଙ୍କୁ ମୋ ବସ୍ ଧକ୍କା ଦେଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ୨ ଜଣ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Join our subscribers list to get the latest news, updates and special offers directly in your inbox
ଭୁବନେଶ୍ୱର: ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ମଙ୍ଗଳବାର ମାଷ୍ଟରକ୍ୟାଣ୍ଟିନ ଛକରେ ୨ଜଣ ଯୁବକଙ୍କୁ ମୋ ବସ୍ ଧକ୍କା ଦେଇଥିବା ସୂଚନା ମିଳିଛି। ଗୁରୁତର ଅବସ୍ଥାରେ ୨ ଜଣ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Rasmita Behera Sep 29, 2024 4035
Rasmita Behera Apr 20, 2025 5498
Rasmita Behera Mar 4, 2025 4980
Rasmita Behera May 14, 2025 5719
Rasmita Behera Sep 29, 2024 7244
Henamanjaree Swain Oct 23, 2025 6112
Samir Kumar Rout Jan 20, 2026 6039
Rasmita Behera Sep 3, 2025 5928
Rasmita Behera Nov 18, 2024 5619
Total Vote: 17
ପୂର୍ବର ବିଜେଡ଼ି ସରକାର