ଭୁବନେଶ୍ୱରରେ ପହଞ୍ଚିଲେ ମୋହନ ଭାଗବତ

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି RSSର ସଙ୍ଘଚାଳକ ଡ. ମୋହନ ଭାଗବତ। ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋହନ ଭାଗବତ। ଆଜି ଏକ ସ୍ମୃତିସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋହନ ଏହାପରେ ଆସନ୍ତାକାଲିଠାରୁ ସାଙ୍ଗଠନିକ ବୈଠକ କରିବେ ।