କଠୋର କାର୍ଯ୍ୟାନୁଷ୍ଠାନ ହେବ:  ମୁଖ୍ୟମନ୍ତ୍ରୀ

କଠୋର କାର୍ଯ୍ୟାନୁଷ୍ଠାନ ହେବ:  ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର ଏମ୍ସରେ ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ । ବାଲେଶ୍ୱରର ଗୁରୁତର ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ପହଁଞ୍ଚିଛନ୍ତି ଏମ୍ସ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ଉପସ୍ଥିତ ରହିଛନ୍ତି । ଏମ୍ସର ନିଦେ୍ର୍ଦାକ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ୍ ସହ ଆଲୋଚନା ମଧ୍ୟ କରିଛନ୍ତି । ଏହି ଘଟଣାର ତଦନ୍ତ ହେଉଛି । ରିପୋର୍ଟ ଆସିଲା ପରେ  କାଠୋର କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରାଯିବ ବୋଲି କହିଛନ୍ତି ।