ଭୁବନେଶ୍ୱରେ ଛାତ୍ର କଂଗ୍ରେସ ଓ ବିଜେଡିର ବିକ୍ଷୋଭ
ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମହୁତି ଉଦ୍ୟମ ଘଟଣା ପାଇଁ ତେଜିଛି ରାଜନୀତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ ଓ ଯୁବ ବିଜେଡି । ପୋଲିସ ସହ ଆନେ୍ଦାଳନକାରୀମାନେ ଧସ୍ତାଧସ୍ତି ହୋଇଛନ୍ତି । ଅନେକ ଆନେ୍ଦାଳନକାରୀଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ରହିଛି ।