ଆବଶ୍ୟକ ପଡିଲେ ଦିଲ୍ଲୀ ଏୟାର ଲିଫ୍ଟ : ମୁଖ୍ୟମନ୍ତ୍ରୀ
ଆଗାମୀ ୨୪ଘଣ୍ଟା ଛାତ୍ରୀ ଜଣଙ୍କ ପାଇଁ ବେଶ୍ ଗରୁତ୍ୱପୂର୍ଣ୍ଣ । ଭିସିରେ ଭୁବନେଶ୍ୱର ଏମ୍ସ କର୍ତ୍ତୁପକ୍ଷ ଓ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ବର୍ତ୍ତମାନ ଆହାତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି , ସ୍ଥାନାନ୍ତର ସମ୍ଭବ ନୁହେଁ । ଯଦି ଆଗକୁ ସ୍ଥିତି ସ୍ୱାଭାବିକ ହୁଏ, ତାହେଲ ଦିଲ୍ଲୀ ଏୟାର ଲିଫ୍ଟ କରାଯିବ ।