୧୭ରେ ଓଡ଼ିଶା ଆସିବେ ନୀତିନ ଗଡ଼କରି

୧୭ରେ ଓଡ଼ିଶା ଆସିବେ ନୀତିନ ଗଡ଼କରି

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ୧୭ ତାରିଖରେ ଓଡ଼ିଶା ଆସିବେ। ସେ କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ। ପରେ ବିଭିନ୍ନ NHAI ପ୍ରକଳ୍ପର ସମୀକ୍ଷା କରବା ସହ ୫ ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଭୁବନେଶ୍ବରରେ ସାଧାରଣ ସଭାରେ କରିବେ ବଡ଼ ଘୋଷଣା କରିବେ ।ଏନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି।