ଓଆରଏସସ୍ତରରେ ବଡ଼ ଅଦଳବଦଳ
ଭୁବନେଶ୍ୱର : ଓଡ଼ିଶା ରାଜସ୍ୱ ସେବା (ଓଆରଏସ)ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୮୩ ଜଣ ଅଫିସରଙ୍କୁ ନିଜ ସ୍ଥାନରୁ ଅନ୍ୟତ୍ର ବଦଳି କରାଯାଇଛି । ଓଆରଏସ ଅଫିସର ଅଲେଖ ଭୋଇ, ଶରତ ଚନ୍ଦ୍ର ସାହୁ, ଅମୂଲ୍ୟ ରନô ସାହୁ, ସେବକ ଚନ୍ଦ୍ର ପ୍ରଧାନ, ଭବାନୀ ଶଙ୍କର ନାୟକ, କବିରାଜ ସେଠୀ, ଛବି ପୋଢ଼, ଦୀନବନ୍ଧୁ ପିଙ୍ଗୁଆ, ସୌମ୍ୟରଞ୍ଜନ ରାଉତ, ଜୟକୃଷ୍ଣ ପାଣିଗ୍ରାହୀ, ରତିକାନ୍ତ ଶୁକ୍ଳା, ଏନ ରବି ପ୍ରଧାନ, ନିର୍ମଳ କୁମାର ଦାସ, ଅଂଶୁମାନ ଷଡ଼ଙ୍ଗୀ, ଦିବାକର ପ୍ରଧାନ, ନିଶିକାନ୍ତ ମେହେର, ସନ୍ତୋଷ କୁମାର ବେହେରା, ଜୟନ୍ତ କୁମାର ସୋରେନ୍, ଶାନ୍ତିରାମ ହେମ୍ବ୍ରମ, ସୋମକେଶ ନାୟକ, ପଦ୍ମନାଭ ମହାରଣା, ବ୍ୟୋମକେଶ ପ୍ରଧାନ, ବାଇଧର ପ୍ରଧାନ, ସୁକାନ୍ତ କୁମାର ଦାସ, ସୁନୀଲ କୁମାର ନାୟକ, କୁମୁଦିନୀ ମଲ୍ଲିକ, ବିଶ୍ୱଜିତ ଦଳେଇ, ଅଜୟ କୁମାର ସାହୁ, ନିର୍ମଳା ବିଶ୍ୱାଳ, ଭୁବନାନନ୍ଦ ମଲ୍ଲିକ, ପ୍ରତୁ୍ୟଷା ପ୍ରିୟଦର୍ଶିନୀ, ନରେନ୍ଦ୍ର କୁମାର ସେଠୀ, ଶ୍ରୀକାନ୍ତ ନାୟକ, ବିରାମ କିସ୍କୁ, ନିରୂପମା ସାହୁ, କେ ଭେଙ୍କେଟେଶ୍ୱର ସାହୁ, ପ୍ରତାପ ହରି ପ୍ରଧାନ, ଅଶୋକ ମୁଦୁଲି, ରାଜେନ୍ଦ୍ର ପ୍ରସାଦ ଭୂୟାଁ, ନମିତା ପ୍ରଧାନ, ଦୁଃଶାସନ ସ୍ୱାଇଁ, ମନ୍ମଥ ବେହେରା, ମନୋରଞ୍ଜନ ନାୟକ, ନାରାୟଣ ନାୟକ, କୃଷ୍ଣମୋହନ ସିଂ, ରାଜୀବ ଲୋଚନ ନାୟକ, କଳ୍ପିତ କୁମାରୀ ଜେନା ଓ ତନ୍ମୟ ରଞ୍ଜନ ପାତ୍ରଙ୍କର ବଦଳି ହୋଇଛି । ଏହାଛଡ଼ା ଅନୁପ ପରମଗୁରୁ, ବିଘ୍ନେଶ ରଞ୍ଜନ ନାୟକ, ଲକ୍ଷ୍ମୀପ୍ରିୟା ନାୟକ, ଅତନୁ କୁମାର ପାତ୍ର, ଅପୂର୍ବ ରଞ୍ଜନ ଆଇଚ, ପୁଷ୍ପିତା ମଧୁମତୀ ଦେହୁରୀ, ସାଇକୃଷ୍ଣ ଜେନା, ଦୀପ୍ତିରଞ୍ଜନ ଜେନା, ସୌମ୍ୟ ଶତାଭିଷା, ସ୍ମିତାଲନା ପ୍ରିୟଦର୍ଶିନୀ, ଶର୍ମିଷ୍ଠା ଦାସ, ଶ୍ୱେତା ପାଣିଗ୍ରାହୀ, ପୁଷ୍ପାଞ୍ଜଳୀ କୃଷିକା, କଲ୍ଲୋଳ ମିଶ୍ର, ବିଜୟ କୁମାର ମାରାଣ୍ଡି, ମମତା ଦାସ, ସୌଦାମିନୀ ମାଝୀ, ରଶ୍ମିତା ଜେନା, ସୁଧାଂଶୁ ମାଝୀ, ଆଶୁତୋଷ ଦେ’, ସୌମେନ୍ଦ୍ର କୁମାର ତେଜ, ସୁଧିର କୁମାର ମଳ୍ଲିକ, ନୀଳମାଧବ ମହାନ୍ତି, ଅର୍ଚ୍ଚନା ଗୌଡ଼, ଥେପଲିନ ସାହୁ, ସମୀକ୍ଷା ପାଣି, ଆଦିତ୍ୟ ଦଳବେହେରା, ମଧୁସ୍ମିତା ନନ୍ଦ, ଇପ୍ସିତା ବଳିୟାରସିଂହ, ବିଶ୍ୱନାଥ ପ୍ରଧାନ, ଦୀନବନ୍ଧୁ କିସକୁ, ପୁରୁଷୋତ୍ତମ ବେନିୟା, ବିଶ୍ୱଜିତ କୋରକୋରା, ସନ୍ଦୀପ ଖାଡ଼ଙ୍ଗା ଓ ବିଜୟ କୁମାର ବାରିକଙ୍କ ବି ଅନ୍ୟତ୍ର ନିଯୁକ୍ତି ମିଳିଛି ।