ଅପରେସନ୍ ସିନ୍ଦୂର : ସୀମାରେ ନିୟୋଜିତ ଥିଲେ ମହିଳା ବିଏସ୍ଏଫ୍ ଯବାନ
ଅପରେସନ୍ ସିନ୍ଦୂର ସଫଳତାକୁ ନେଇ ବର୍ଡର ସିକ୍ୟୁରିଟି ଫୋର୍ସ, ବିଏସ୍ଏଫ୍ର ସାମ୍ବାଦିକ ସମ୍ମିଳନୀ । କିଭଳି ସୀମା ସୁରକ୍ଷା ପାଇଁ ଦିନ ରାତି ଯବାନ ମୁତୟନ ରହିଛନ୍ତି ସେନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜମ୍ମୁ ବିଏସ୍ଏଫ୍ ଆଇଜି । ଅପରେସନ୍ ସିନ୍ଦୂର ସମୟରେ ମହିଳା ଯବାନ ମଧ୍ୟ ସୀମାରେ ନିୟୋଜିତ ଥିବା ସହ ଶତ୍ରୁ ଦେଶ ବିରୋଧରେ ଲଢ଼େଇ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏସ୍ଏଫ୍ ଆଇଜି । ମେ ୯ ତାରିଖରେ ପାକ୍ ସେନା ତରଫରୁ ଭାରତୀୟ ବିଏସ୍ଏଫ ଚେକ୍ ପୋ