ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ : ପ୍ରଭାତୀ
ନାବାଳିକା ଦେହରେ ନିଆଁ ଲଗାଇବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଭାତୀ ପରିଡା । ଖବର ଶୁଣି ମୁଁ ବ୍ୟଥୀତ ଓ ମର୍ମାହତ । ଝିଅ ଏମସକୁ ସ୍ଥାନାନ୍ତାରୀତ କରାଯାଇଛି । ଚିକିତ୍ସା ପାଇଁ ସମସ୍ତ ଅର୍ଥ ବହନ କରିବେ ପ୍ରଭାତୀ । ଏହାଛଡା ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିଦେ୍ର୍ଦଶ ଦିଆଯାଇଛି ।