ପୂଜା ପାଇଁ ଆଗୁଆ ଦରମା : ମୁଖ୍ୟମନ୍ତ୍ରୀ 

ପୂଜା ପାଇଁ ଆଗୁଆ ଦରମା : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର :  ସରକାରୀ କର୍ମଚାରୀ ପାଇବେ ଆଗୁଆ ଦରମା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ନିଦେ୍ର୍ଦଶନାମା ।  ଆସନ୍ତା ୧୭ତାରିଖରୁ ରାଜ୍ୟା ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ । ଜିଏସଟି ୨.୦ ସଂସ୍କାର ପରେ ସାରା ଦେଶରେ ସଞ୍ଚୟ ଉତ୍ସବ ପାଳିତ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପାର୍ବଣରେ ଆଗୁଆ କିଣାକିଣି ପାଇଁ ଆଗକୁ ଦରମା ଦେବାକୁ ନିଦେ୍ର୍ଦଶ କରାଯାଇଛି । ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ଦରମା ମିଳିବ ।