AI କ୍ୟାମେରା ଦ୍ୱାରା ପୁରୀରେ ହେବ ସର୍ଭେଲାନ୍ସ ବ୍ୟବସ୍ଥା

AI କ୍ୟାମେରା ଦ୍ୱାରା ପୁରୀରେ ହେବ ସର୍ଭେଲାନ୍ସ ବ୍ୟବସ୍ଥା

ପୁରୀ: ସ୍ନାନଯାତ୍ରା ପୂର୍ବରୁ ସମୀକ୍ଷା କଲେ ପୁରୀ ଏସପି । ସ୍ନାନଯାତ୍ରାରେ ଶୃଙ୍ଖଳିତ ଦର୍ଶନ ପାଇଁ ତତ୍ପର ପୋଲିସ । AI ଛାଉଣୀରେ ରହିବ ପୁରୀ । AI କ୍ୟାମେରା ଦ୍ୱାରା ହେବ ସର୍ଭେଲାନ୍ସ ବ୍ୟବସ୍ଥା । 100ରୁ ଅଧିକ କ୍ୟାମେରା ଲାଗିବ । ୨୪ ଘଣ୍ଟିଆ ନଜର ରଖିବ AI । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ । ଏପଟେ ବଡଦାଣ୍ଡ ଏବଂ ବେଳାଭୂମିରେ ଫୋର୍ସ ମୁତୟନ ହେବେ । ସ୍ନାନଯାତ୍ରା ଦିନ ପୁରୀରେ ମୁତୟନ ହେବେ 70 ପ୍ଲାଟୁନ ଫୋର୍ସ । ଏନେଇ ପୁରୀ ଏସପ ବିନିତ ଅଗ୍ରୱାଲ ସୂଚନା  ଦେଇଛନ୍ତି ।