ମହାପ୍ରଭୁଙ୍କ ୨ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
 
                                ପୁରୀ: ଆଜି ମହାପ୍ରଭୁଙ୍କ ବଡ଼ ମହାସ୍ନାନ ଲାଗି ଅଛି। ମଙ୍ଗଳ ଆରତି ପରେ ପରେ ଭିତର କାଠ ଦର୍ଶନ ଚାଲୁରହିଥିବା ସମୟରେ ଜୟବିଜୟ ଦ୍ଵାର ତଳ ପାହାଚଠାରେ ବାନ୍ତି ପଡ଼ିଥିବା ଦୃଷ୍ଟିକୁ ଆସିବାରୁ ବଡ଼ ମହାସ୍ନାନ ଲାଗି କରାଯାଇଥିବା ଜଣାଯାଇଛି। ଏଥିପାଇଁ ଆଜି ସକାଳ ୭ଟାରୁ ୯ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
