ଦିଲ୍ଲୀପ ନାୟକଙ୍କ ଘରେ ଇଓଡବଲୁ୍ୟ ରେଡ୍

ଦିଲ୍ଲୀପ ନାୟକଙ୍କ ଘରେ ଇଓଡବଲୁ୍ୟ ରେଡ୍


କଟକ : ବିଜେଡି ନେତା ଦିଲ୍ଲୀପ ନାୟକଙ୍କ ଘରେ ଇଓଡବ୍ଲୁ୍ୟର ଚଢାଉ । ଦିଲ୍ଲୀପ ନାୟକଙ୍କ ବାଦାମବାଡିସ୍ଥିତ ବାସଭବନରେ ଇଓଡବଲୁ୍ୟ ରେଡ୍ କରିଛି । ହେଲେ କଣ ପାଇଁ ଏହି ରେଡ୍  କାରଣ ଏଯାଏଁ ବି ଅସ୍ପଷ୍ଟ ରହିଛି । ନିମାପଡା ଆସନରେ ବିଜେଡିର ବଧାୟକ ପ୍ରାର୍ଥୀ ଥିଲେ ଦିଲ୍ଲୀପ ନାୟକ ।