ସାରା ରାଜ୍ୟକୁ ବର୍ଷା ଆଲର୍ଟ ଜାରି

ସାରା ରାଜ୍ୟକୁ  ବର୍ଷା ଆଲର୍ଟ ଜାରି

ସାରା ରାଜ୍ୟକୁ ଆଲର୍ଟ ଜାରି । ୩ଦିନ ଯାଏଁ ସାରା ଓଡିଶାରେ ବର୍ଷା ।  ବାସୁଦେବପୁର କଶିଆ ସାମୁଦ୍ରିକ ମୁହାଣରେ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି ।