ରାଜା ଚକ୍ରଙ୍କ ଟ୍ରାନ୍ସପୋର୍ଟ ଅଫିସ୍ ସିଲ୍ 

ରାଜା ଚକ୍ରଙ୍କ ଟ୍ରାନ୍ସପୋର୍ଟ ଅଫିସ୍ ସିଲ୍ 


କେଉଁଝର: ରାଜା ଚକ୍ରଙ୍କ ଟ୍ରାନ୍ସପୋର୍ଟ ଅଫିସ୍୍ ଚଢାଉ ପରେ ସିଲ୍ କଲା ଇଡି । ମାରାଥନ୍ ରେଡ୍ ପରେ ଟ୍ରାନ୍ସପୋର୍ଟ ଅଫିସ୍ ‘ଦିବ୍ୟାଂଶି ଆସୋସିଏଟ୍’ ସିଲ୍ କରିଛି ଇଡି ।