ସରକାରଙ୍କୁ ଟାର୍ଗେଟ କଲେ ପିସିିସି ସଭାପତି

ସରକାରଙ୍କୁ ଟାର୍ଗେଟ କଲେ ପିସିିସି ସଭାପତି


 ଡ୍ରାଇଭର ଆନେ୍ଦାଳନକୁ ନେଇ ରାଜନୀତି ତେଜିଛି । ସରକାରଙ୍କୁ ଟାର୍ଗେଟ କଲେ ପିସିିସି ସଭାପତି । ରାହୁଲ ଗାନ୍ଧୀଙ୍କ ଗସ୍ତ କାର୍ଯ୍ୟକ୍ରମୁ ଭଣ୍ଡୁର ଯୋଜନା । ଜାଣିଶୁଣି ସରକାର ଡ୍ରାଇଭର ଆନେ୍ଦାଳନର ସମାଧାନ କରୁନାହାଁନ୍ତି । ଲୋକେ ଭୁବନେଶ୍ୱର ନଆସିବାକୁ ଯୋଜନା କରାଯାଉଛି । ଏହାର ଜବାବରେ କଂଗ୍ରେସକୁ ପାଲଟା ହାମଲା କରିଛି ବିଜେପି । ରାହୁଲଙ୍କ ଲୋକସଭାରେ ଲୋକ ହେବେନି ବୋଲି ବିଜେପି କହିଛି । ଜାଣିଶୁଣି ବିଜେପି ଉପରେ ଭକ୍ତ ଦାସ ଦୋଷ ଲଦୁଛନ୍ତି ବୋଲି ବିଜେପି କହିଛି ।