୨୩ରେ ରତ୍ନଭଣ୍ଡାରରୁ ବାହାରିବ ସିନ୍ଦୁକ 

୨୩ରେ ରତ୍ନଭଣ୍ଡାରରୁ ବାହାରିବ ସିନ୍ଦୁକ 


୨୩ରେ ରତ୍ନଭଣ୍ଡାରରୁ କଢାଯିବ ସିନ୍ଦୁକ । ବାହାର ଓ ଭିତର ଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ । ଆସନ୍ତା ୨୩ତାରିଖରେ ଏହି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର କରାଯିବ ।  ଏହାପେ ର ଶ୍ରୀମନ୍ଦିର ପରିସର ନୀଳାଦ୍ରୀବିହାର ମ୍ୟୁଜିୟମ ନିକଟ ଘରେ ରଖାଯିବାର ବ୍ୟବସ୍ଥା କରାଯିବ ।  ସିନ୍ଦୁକ,ଆଲମିରା ସ୍ଥାନାନ୍ତରଣ ପାଇଁ ନୀତି ନିର୍ଘଣ୍ଟ ବି ପ୍ରସ୍ତୁତ ହୋଇଛି । ୨୩ତାରିଖ ଦିନ ଦିନ ୧ଟାଠାରୁ ସ୍ଥାନାନ୍ତରଣ ଶେଷ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଜୁଲାଇ ୧୪ରୁ ୧୮ରେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହୋଇସାରିଛି ।