ଭୁବନେଶ୍ୱର ବିମାନବନ୍ଦରରୁ ସାପ ଜବତ
ଭୁବନେଶ୍ୱର ବିମାନବନ୍ଦରରୁ ସାପ ଜବତ । ବିମାନରେ ଚାଲାଣ ହେଉଥିଲା ସାପ । ତାହା ପୁଣି ବିସ୍କୁଟ ଡବାରେ ଚାଲାଣ ହେଉଥିଲା ସାପ । ୯ଟି ସାପ ସାଙ୍ଗକୁ ଗୋଧି, କଇଁଛ ଓ ଏଣ୍ଡୁଅ ଉଦ୍ଧାର । ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ଚେନ୍ନାଇ ହେଉଥିଲା ଚାଲାଣ । ତେବେ ଚେନ୍ନାଇର ଜଣେ ଯୁବକ ଅଟକ ରହିଥିବାବେଳେ ସିଟି ଫରେଷ୍ଟର ତଦନ୍ତ ଜାରି ।