ସୁଭଦ୍ରା ଅଭିଯୋଗ ସମାଧାନ ମଡୁ୍ୟଲ୍ ଶୁଭାରମ୍ଭ 

 ସୁଭଦ୍ରା ଅଭିଯୋଗ ସମାଧାନ ମଡୁ୍ୟଲ୍ ଶୁଭାରମ୍ଭ 

ସୁଭଦ୍ରା ଅଭିଯୋଗ ସମାଧାନ ମଡୁ୍ୟଲର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏଣିକି ହିତାଧିକାରୀ ଅଭିଯୋଗ କଲେ ବିଭାଗ ଉତ୍ତର ରଖିବ ।  ୨ଲକ୍ଷ ୮୫ହଜାର ବାଦ୍ ପଡିଛନ୍ତି,ସମାଧାନର ରାସ୍ତା ବାହାରିବ ।  ପୂର୍ବରୁ ପୋର୍ଟାଲ ଥିଲା କେବଳ ଅଭିଯୋଗ ଆସୁଥିଲା ,ଉତ୍ତର ମିଳୁ ନଥିଲା । ସୁଭଦ୍ରା ଯୋଜନାରୁ କାହିଁକି ବାଦ୍ ପଡିଲେ ଜଣାଇ ଦିଆଯିବ । 
ସେମାନେ କଣ କଲେ ଯୋଡି ହୋଇ ପାରିବେ ଜଣାଇ ଦିଆଯିବ ।