ସୁଭଦ୍ରା : ୨.୮୫ଲକ୍ଷଙ୍କ ପାଇଁ ଫିଲ୍ଟ ଇନକ୍ୱାରୀ

ସୁଭଦ୍ରା : ୨.୮୫ଲକ୍ଷଙ୍କ ପାଇଁ ଫିଲ୍ଟ ଇନକ୍ୱାରୀ

୩ୟକିସ୍ତି ପାଇ ନଥିବା ୨ଲକ୍ଷ ୮୫ହଜାର ମହିଳାଙ୍କ ପାଇଁ ଇନକ୍ୱାରୀ ହେବ । ୧୫ଦିନ ଭିତରେ ଫିଲ୍ଡ ଇନକ୍ୱାରୀ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ୧୫ହଜାର ମହିଳାଙ୍କୁ ନେଇ ସନେ୍ଦହ ସୃଷ୍ଟି ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ପ୍ରାୟ ୧୪ହଜାର ମହିଳାଙ୍କୁ ନେଇ ସର୍ଭେ କରିସାରିଛି । ପରିବହନ ବିଭାଗକୁ ତଥ୍ୟ ପାଇଁ ଆଉ ୭ଦିନ ସମୟ ଦିଆଯାଇଛି । କୃଷି ବିଭାଗ ତଥ୍ୟର ଅନୁଧ୍ୟାନ ଚାଲିଛି । ଭାଗ ଚାଷୀ ସୁଭଦ୍ରା ପାଇପାରିବେ । ଖୁବ୍ ଶୀଘ୍ର ସୁଭଦ୍ରା ପାଇଁ ଅଭିଯୋଗ ପୋର୍ଟାଲ ଖୋଲିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।