ଜେଲ୍ ଭିତରେ ଗାମୁଛା ଲଗାଇ କଏଦୀ ଆତ୍ମହତ୍ୟା

ପୁରୀ: ପୁରୀ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି। ତେବେ ମୃତକ ଜଣକ ପିପିଲିର ବୁଲୁ ବେହେରା। ହେସ ଜୁଲାଇରୁ ଜେଲ୍ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ ହୋଇ ସଜା କାଟୁଥିଲେ।
Join our subscribers list to get the latest news, updates and special offers directly in your inbox
ପୁରୀ: ପୁରୀ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଛନ୍ତି। କଏଦୀ ଜଣକ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିବା ଜଣାପଡ଼ିଛି। ତେବେ ମୃତକ ଜଣକ ପିପିଲିର ବୁଲୁ ବେହେରା। ହେସ ଜୁଲାଇରୁ ଜେଲ୍ରେ ଥିଲେ। ପୋକ୍ସୋ ମାମଲାରେ ଗିରଫ ହୋଇ ସଜା କାଟୁଥିଲେ।
Rasmita Behera Jun 25, 2025 4228
Rasmita Behera Oct 11, 2024 3576
Rasmita Behera Jan 14, 2025 3826
Rasmita Behera Sep 24, 2025 5798
Rasmita Behera Sep 16, 2025 5738
Rasmita Behera Sep 26, 2025 5304
Rasmita Behera Nov 18, 2024 5232
Henamanjaree Swain Sep 30, 2025 4818
Total Vote: 13
ପୂର୍ବର ବିଜେଡ଼ି ସରକାର