ପୁଣି ଟାର୍ଗେଟରେ ବୁମରା

ପୁଣି ଟାର୍ଗେଟରେ ବୁମରା

ପୂର୍ବତନ ଭାରତୀୟ ଅଧିନାୟକ ଦିଲ୍ଲୀପ ଭେଙ୍ଗସରକାର ବିସିସିଆଇ ଏବଂ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ କହିଛନ୍ତି, ଜାତୀୟ କ୍ରିକେଟ୍‌ ଆଇପିଏଲ୍‌ ଠାରୁ ଉପରେ। ଦିଲ୍ଲୀପ କହିଛନ୍ତି, ଭାରତର ଷ୍ଟାର ଫାଷ୍ଟ ବୋଲର ଯଶପ୍ରୀତ ବୁମରାଙ୍କୁ ଆଇପିଏଲ୍‌ ୨୦୨୫ ଛାଡ଼ି ଇଂଲଣ୍ଡ ବିପକ୍ଷ ପାଞ୍ଚଟି ଟେଷ୍ଟ ମ୍ୟାଚ୍‌ ପାଇଁ ଉପଲବ୍ଧ ରହିବା ଉଚିତ ଥିଲା। ଭେଙ୍ଗସରକାର ମତ ଦେଇଛନ୍ତି, ମୁକେଶ ଆମ୍ବାନୀଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ବୁମରାଙ୍କୁ ଏହି ନିଷ୍ପତ୍ତି ପାଇଁ ରାଜି କରାଯାଇ ପାରିଥାନ୍ତା। ବୁମରାହ ଜାତୀୟ କର୍ତ୍ତବ୍ୟକୁ ଆଇପିଏଲ୍‌ ଉପରେ ପ୍ରାଧାନ୍ୟ ଦେବାକୁ ଗୁରୁତ୍ୱ ଦେଇଛନ୍ତି।