ଟ୍ରାଙ୍କୁଲାଇଜ୍‌ ହେଲା ଜିନ୍ନତ

ଟ୍ରାଙ୍କୁଲାଇଜ୍‌ ହେଲା ଜିନ୍ନତ

ଶେଷରେ ଧରା ପଡିଲା ଜିନ୍ନତ। ଟ୍ରାଙ୍କୁଲାଇଜ୍‌ ହେଲା ବାଘୁଣୀ ଜିନ୍ନତ । ଜିନ୍ନତ ଉପରେ ନଜର ରଖିଥିଲା ସ୍ବତନ୍ତ୍ର ଟିମ୍‌ । ଡ୍ୟାମ ପାଖକୁ ଆସିଥିବାବେଳେ ଧରିଲା ବନ ବିଭାଗର  ସ୍ବତନ୍ତ୍ର ଟିମ୍‌ । ପଶ୍ଚିମବଙ୍ଗ ପୁରୁଲିଆରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍‌  କରାଯାଇଛି । ଏବେ ବାଘୁଣୀ ଜିନ୍ନତ ଅଚେତ ଥିବା ସୂଚନା।  ସୂଚନାମୁତାବକ  ଶିମିଳିପାଳରୁ  ପଳାଇଥିଲା ବାଘୁଣୀ ।

ଶିମିଳିପାଳରୁ  ଝାଡଖଣ୍ଡ  ଓ ପରେ  ପଶ୍ଚିମବଙ୍ଗ ଯାଇଥିଲା । ଜିନ୍ନତକୁ ଧରିବା ପାଇଁ ନାକେଦମ ହେବାକୁ ପଡିଥିଲା ବନବିଭାଗକୁ। ଧରା ଦେଉନଥିଲା  ବନ ବିଭାଗ।  ତେବେ ଜିନ୍ତ   ଉପରେ ନଜର ରଖିଥିଲା ସ୍ବତନ୍ତ୍ର ଟିମ୍‌।  ବନବିଭାଗର  ଆଖିର ନିଦ ହଜାଥିଲା ବାଘୁଣୀ ।  ଏବେ ଟ୍ରାଙ୍କୁଲାଇଜ୍‌ ହୋଇଛି ଜିନ୍ନତ ।