ଦେଶର ଟପ୍ ଫାଇଭ୍ ହିରୋ ହିରୋଇନ୍ 

ଦେଶର ଟପ୍ ଫାଇଭ୍ ହିରୋ ହିରୋଇନ୍ 

‘ଟପ୍ ଫାଇଭ’ ବଲିଉଡ୍ ହିରୋ :

ମୁଡ୍ ଅଫ ଦି ନେସନର ସର୍ଭେ ଅନୁସାରେ ପ୍ରକାଶ ପାଇଛି ଦେଶର ‘ଟପ୍ ଫାଇଭ’ ବଲିଉଡ୍ ହିରୋ ଓ ହିରୋଇନଙ୍କ ନାମ ତାଲିକା । ଏହି ରିପୋର୍ଟ ଅନୁଯାୟୀ ଦେଶର ଶ୍ରେଷ୍ଠ ୫ ଲୋକପ୍ରିୟ ନାୟକଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ଅମିତାଭ ବଚ୍ଚନ ।  
ଏହାପରେ ଦ୍ୱିତୀୟ ସ୍ଥାନରେ ଶାହାରୁଖ ଖାନ୍ ରହିଛନ୍ତି ।
ତୃତୀୟ ସ୍ଥାନରେ ଅଲ୍ଲୁ ଅର୍ଜୁନ ରହିଛନ୍ତି  । 
ସେହିପରି ଶ୍ରେଷ୍ଠ ନାୟକ ଭାବରେ ଚତୁର୍ଥ ସ୍ଥାନରେ ସଲମାନ ଖାନ୍ ରହିଛନ୍ତି ।
ପଞ୍ଚମ ସ୍ଥାନ ହାସଲ କରିଛନ୍ତି ଅକ୍ଷୟ କୁମାର ।

‘ଟପ୍ ଫାଇଭ’ ବଲିଉଡ୍ ହିରୋଇନ: 

ଦେଶର ଶ୍ରେଷ୍ଠ ୫ ଲୋକପ୍ରିୟ ବଲିଉଡ୍ ହିରୋଇନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି ଦୀପିକା ପାଦୁକୋନ୍ ।  
ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସୁନ୍ଦରୀ ନାୟିକା ଐଶ୍ୱର୍ଯ୍ୟା ରାୟବଚ୍ଚନ  । 
ତୃତୀୟ ସ୍ଥାନ ନେଇଛନ୍ତି ରଶ୍ମିକା ମନ୍ଦାନା  । 
ଚତୁର୍ଥ ସ୍ଥାନରେ ରହିଛନ୍ତି କ୍ୟାଟ୍ରିନା କେଫ୍ । 
ସେହିପରି ଶ୍ରେଷ୍ଠ ନାୟିକାଙ୍କ ମଧ୍ୟରେ ପଞ୍ଚମରେ ଅଛନ୍ତି କଙ୍ଗନା ରାଣାୱତ  ।