ବଡ଼ ଖବର: ଭେଣ୍ଟିଲେଟରରେ ଉତ୍ତମ ମହାନ୍ତି

ବଡ଼ ଖବର: ଭେଣ୍ଟିଲେଟରରେ ଉତ୍ତମ ମହାନ୍ତି

ଭୁବନେଶ୍ୱର: ଭେଟେରାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସଦ୍ୟତମ ଖବର ଅନୁଯାୟୀ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ଜଣାଯାଇଛି ।