ଅର୍ଥନୀତିରେ ୩ଜଣଙ୍କୁ ନୋବେଲ

ପ୍ରକାଶ ପାଇଛି ୨୦୨୫ ଅର୍ଥନୀତି ନୋବେଲ ପୁରସ୍କାର। ଅର୍ଥନୀତିରେ ଇନୋଭେସ ପାଇଁ ୩ ଜଣଙ୍କୁ ମିଳିଛି ନୋବେଲ ପୁରସ୍କାର। ସେମାନଙ୍କ ମଧ୍ୟରେ ୨ ଜଣ ଆମେରିକାର ପ୍ରଫେସର ହୋଇଥିବାବେଳେ ଆଉ ଜଣେ ବ୍ରିଟେନର ପ୍ରଫେସର ବୋଲି ଜଣା ପଡ଼ିଛି। ଆମେରିକାର ଅର୍ଥଶାସ୍ତ୍ରୀ ଜୋଏଲ ମୋରକ, ପିଟର ହୋୱିଟ୍ ଏବଂ ବ୍ରିଟେନର ଫିଲିପ୍ ଅଘିୟନଙ୍କୁ ମିଳିବ ଏହି ପୁରସ୍କାର। ବିଜେତାଙ୍କୁ ମିଳିବ ସ୍ୱର୍ଣ୍ଣପଦକ, ସାରର୍ଟିଫିକେଟ ସହ ୧୦ କୋଟି ଟଙ୍କା ।