ଆଜି ବସିବ କ୍ୟାବିନେଟ
ଭୁବନେଶ୍ୱର : ଆଜି ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଆଜି ଅପରାହ୍ନ ୫ଟା ସମୟରେ ଲୋକସଭା ଭବନରେ ଅନୁଷ୍ଠତ ହେବ । ଏହି ବୈଠକରେ ସାତଟି ପ୍ରସ୍ତାବରେ ମୋହର ବାଜିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।