ଆପଣ ଜାଣନ୍ତି କି?

³ ଲାଓସ୍ ଗଣରାଜ୍ୟ ଭାବେ ଘୋଷିତ - ୧୯୭୫ ମସିହା
³ ପାକିସ୍ଥାନରେ ଇସ୍ଲାମୀ ବ୍ୟବସ୍ଥା ଲାଗୁ - ୧୯୭୮ ମସିହା
³ ଭାରତ-ପାକ୍ ସିମ୍ଲା ଚୁକ୍ତି - ୧୯୭୨ ମସିହା
³ ସ୍ୱିଡ଼େନ୍ର ରାଜଧାନୀ - ଷ୍ଟକ୍୍ହୋମ୍
³ ମହମ୍ମଦ ଅଲ୍ଲୀ ତିନିଥର ଚାମ୍ପିୟନ୍ ହୋଇଥିଲେ - ବକ୍ସିଂ ଖେଳରେ
³ ଭାରତର ସର୍ବାଧିକ ହିନ୍ଦୁ ବସବାସ କରୁଥିବା ରାଜ୍ୟ - ହିମାଚଳ ପ୍ରଦେଶ
³ କେଉଁ ହିନ୍ଦୁଦେବୀଙ୍କର ବାହନ ବାଘ ଅଟେ - ଦୁର୍ଗା
³ ହିନ୍ଦୁ ପୁରାଣ ଅନୁସାରେ ରତି କାହାର ସ୍ତ୍ରୀ - କାମଦେବ
³ ଭାରତର କେଉଁ ଠାରେ ପ୍ରଥମ ଏସିଆ ଗେମ୍ ଖେଳାଯାଇଥିଲା - ଦିଲ୍ଲୀ
³ କ୍ଷୀର ଉତ୍ପାଦନରେ ଭାରତର ସ୍ଥାନ - ପ୍ରଥମ