ଆସନ୍ତା ମାସଠୁ ଏସ.ଆଇ.ଆର
ଆସନ୍ତା ମାସଠୁ ଏସ.ଆଇ.ଆର ୨୪ ବର୍ଷ ପରେ ଓଡିଶାରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ । ଘରଘର ବୁଲି ଏହି ସର୍ଭେ କରାଯିବ । ଏହାପରେ ପ୍ରକାଶ ପାଇବ ଡ୍ରାଫ୍ଟ ତାଲିକା ।
ଏହାଦ୍ୱାରା ଲୋକମାନେ ନିଜର ଆପତ୍ତି ଦର୍ଶାଇ ପାରିବେ । ଆସନ୍ତା ବର୍ଷ ଜାନୁଆରୀ ୭ରେ ଫାଇନାଲ୍ ଭେରିଫିାକସନ୍ ହେବ । ପୁଲିଂ ବୁଥ୍ ସଂଖ୍ୟା ୩୮ହଜାରରୁ ୪୫ହଜାରକୁ ବୃଦ୍ଧି ପାଇଛି ।