ସିପି ରାଧାକ୍ରୀଷ୍ଣନ ବନାମ୍ ବି.ସୁଦର୍ଶନ ରେଡ୍ଡି : ଉପରାଷ୍ଟ୍ରପତି ନିର୍ବାଚନ
 
                                ନୂଆଦିଲ୍ଳୀ : ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତକ ତାତି ବଢିବାରେ ଲାଗିଛି । ସିପି ରାଧାକ୍ରୀଷ୍ଣନଙ୍କୁ ଟକ୍କର ଦେବେ ବି.ସୁଦର୍ଶନ ରେଡ୍ଡି । ପୂର୍ବତନ ରାଜ୍ୟପାଳ ବନାମ୍ ପୂର୍ବତନ ବିଚାରପତି । ଲଢେଇ ଜୋରଦାର ହେବ । ବି.ସୁଦର୍ଶନ ରେଡ୍ଡିଙ୍କୁ ଟକ୍କର ଦେବାକୁ ମଇଦାନକୁ ଓହ୍ଲାଇଛି ବିରୋଧୀ ଦଳ । ତାମିଲନାଡୁରୁ ରାଧାକ୍ରୀଷ୍ଣନ୍ , ଆନ୍ଧ୍ରରୁ ସୁଦର୍ଶନ । ଉଭୟ ଦେତା ଦକ୍ଷିଣ ଭାରତର ହୋଇଥିବା ବେଳେ କିଏ ବାଜିମାତ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଲାଣି ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
