କି କଥା ବୋଇଲେ

କି କଥା ବୋଇଲେ

ଢୋଓ ଢାଆ କରି ସବୁ ଫୁଟେଇଲେ
ମାନିଲେନି କଟକଣା
ବାଣ ଅମାବାସ୍ୟା ପୂର୍ବର ତାଗିଦା
ହୋଇଗଲା ବାଟବଣା...
ପୁଲିସି ଚୋବେଇ ଚଣା...
ଭାବିଲା କି ଆଉ ଯାହା ହବ ହଉ
କାହିଁକି ପେଲିବୁ ଘଣା...