କି କଥା ବୋଇଲେ ?

କି କଥା ବୋଇଲେ ?


ହତ୍ୟାକୁ ମର୍ଡର ସାରା ରାଇଜରେ
ଏଇଲେ ଯିମିତି ହଉଚି
ଆଗର ବିହାର ଜଙ୍ଗଲରାଜଠୁ
ହାତେ ଆଉ ବଳିଯାଇଚି...
ଶାସନ ହୁଗୁଳି ରହିଛି...
ସେଥିପାଇଁ ସବୁ ଷେଣ୍ଡ ଲଣ୍ଡ ଭଣ୍ଡ 
ତାଙ୍କ ବେଳକାଳ ଆଇଚି...