କି କଥା ବୋଇଲେ ?

କି କଥା ବୋଇଲେ ?

କଂଗରେସ ଗଲା ତିନି ପାଞ୍ଚିରୁ ଯେ
ବିଜେଡି ଖାଉଚି ଖଡା...
ଯାହା ଭାବିଥେଲେ ତହିଁରୁ ପରାଟି
ଫୁଟିଲାନି ଥୋଡା ଥୋଡା...
ଶୀତେ ପିଉଛନ୍ତି କାଢ଼ା...
ବିଜେପିର ଭାଗ୍‌ୟେ ବୃହସ୍ପତି ଏବେ
ଦଉଡୁଚି ହେଇ ଘୋଡା...