କି କଥା ବୋଇଲେ ?

କି କଥା ବୋଇଲେ ?

ଲଘୁଚାପ ଆଉ ବରଷା ପାଗରେ
ବରଷଟା ଯିବ ଚାଲି
ଇନ୍ଦ୍ରଦେବ ତାଙ୍କ ପାଣିଟାଙ୍କିଟାକୁ
ଦେଇଛନ୍ତି ବୋଧେ ଖୋଲି...
ଓଭରଫ୍ଲୋଓ ତ ଖାଲି...
ସନ୍ତେଇ ଯାଇକି ଲୋକେ ବୋଇଲେଣି
ବନ୍ଦ କର ବେଗେ ବୋଲି...