କେସିସି ବ୍ୟାଙ୍କର ପରିଚାଳନା ସମୀକ୍ଷା 

 ଜୟପୁର: କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ବ୍ୟାଙ୍କର କାର୍ଯ୍ୟ ପରିଚାଳନା ଉପରେ ଆଲୋଚନା କରିଥିଲେ ବ୍ୟାଙ୍କର ସଭାପତି ଇଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ । ବରିଷ୍ଠ ନିଦେ୍ର୍ଦଶକ ରମାକାନ୍ତ ରାଉଳ, ଡିଆରସିଏସ ଭୀମସେନ ସାହୁ, ସମ୍ପାଦକ ଅତୁଲ୍ୟ କୁମାର ମଲ୍ଲିକ, ବ୍ୟାଙ୍କର ଏଜିଏମ ହରିଶଚନ୍ଦ୍ର ବାନାଗାଡି ଏବଂ ଅନ୍ୟାନ ନିଦେ୍ର୍ଦଶକ, ବ୍ୟାଙ୍କର ପରିଚାଳନା କମିଟିର ସଦସ୍ୟ, ସଦସ୍ୟା ଓ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।