କ୍ୱିଣ୍ଟାଲ 40 କେଜି ଗଞ୍ଜେଇ ଜବତ
1 କ୍ୱିଣ୍ଟାଲ 40 କେଜି ଗଞ୍ଜେଇ ଜବତ। କେନ୍ଦୁଝରର NH 49 ବେଲଦା ଘାଟି ନିକଟରୁ ଏହା ଜବତ ହୋଇଥିବାବେଳେ 2ଜଣଙ୍କୁ ଗିରଫ କରିଛି ପୋଲିସ।କାରରେ ବୌଦ୍ଧରୁ କୋଲକାତା ଚାଲାଣ ବେଳେ ପୋଲିସ ହାତରେ ଏହା ଧରା ପଡିଥିଲା। 2ଜଣ ବ୍ୟକ୍ତି କାରରେ 1 କ୍ୱିଣ୍ଟାଲ 40 କେଜି ଗଞ୍ଜେଇକୁ ବୌଦ୍ଧରୁ କୋଲକାତା ନେଇକି ଯାଉଥିଲେ। ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି 2 ଜଣଙ୍କୁ ଗିରଫ କରିଛି।