ମନମୋହନ ନା ନୂଆ ଚେହେରା ?

 ମନମୋହନ ନା ନୂଆ ଚେହେରା ?

 ମନମୋହନ ନା ନୂଆ ଚେହେରା ? କିଏ ହେବେ ସଭାପତି ? କିଛି ସମୟ ଭିତରେ ସ୍ପଷ୍ଟ ହେବା ସମ୍ଭାବନା । ମନମୋହନ ସାମଳ ରିପିଟ ହେବା ନା ଆଉ କେହି ନୂଆ ଚେହେରା ? ପ୍ରଦୀପ ପୁରୋହିତ ଓ ସୁକାନ୍ତ ପାଣିଗ୍ରାହୀଙ୍କୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି । 
ପ୍ରାୟତଃ ସହମତିରେ ଜଣେ ପ୍ରାର୍ଥୀ ହେବା ସମ୍ଭାବନା ଅଧିକ ରହିଛି ।