ଗଣେଶଙ୍କୁ ବିସର୍ଜନ କରିବାକୁ ଯାଇ ଆଉ ଫେରିଲେନି ଅଷ୍ଟମଶ୍ରେଣୀ ଛାତ୍ର

ଗଣେଶଙ୍କୁ ବିସର୍ଜନ କରିବାକୁ ଯାଇ ଆଉ ଫେରିଲେନି ଅଷ୍ଟମଶ୍ରେଣୀ ଛାତ୍ର

ଭୁବନେଶ୍ୱର : ଗଣେଣ ଭସାଣି। ସ୍କୁଲରେ ଗଣେଶ ପୂଜା କରିଥିଲେ। ଆଜି ଗଣେଶଙ୍କୁ ନେଇ ବିସର୍ଜନ କରିବାକୁ ଯାଇ ଆଉ ଫେରିଲେନି ପ୍ରହ୍ଲାଦ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛ ଯାଜପୁର ଜିଲା ପାଣିକୋଇଲି ଥାନା ରଙ୍ଗରଙ୍ଗା ଗାଁରେ। ମୃତକ ହେଲେ ପ୍ରହ୍ଲାଦ ଉଚ୍ଚବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର।