ପରଲୋକରେ ଅଭିନେତା ପଙ୍କଜ ଧୀର

ପରଲୋକରେ ଅଭିନେତା ପଙ୍କଜ ଧୀର

ପରଲୋକରେ ଅଭିନେତା ପଙ୍କଜ ଧୀର । ୬୮ ବର୍ଷ ବୟସରେ କ୍ୟାନସରରେ ପିଡ଼ିତ ହୋଇ ପ୍ରାଣ ହରାଇଛନ୍ତି । ପ୍ରଶଂସକ ଓ ସେଲିବ୍ରିଟିମାନେ ପଙ୍କଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପଙ୍କଜ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବଡ ବଡ ପ୍ରୋଜେକ୍ଟରେ କାମ କରିଥିଲେ । କିନ୍ତୁ ତାଙ୍କୁ ବି.ଆର. ଚୋପ୍ରାଙ୍କ ‘ମହାଭାରତ'ରୁ ପ୍ରସିଦ୍ଧି ମିଳିଥିଲା । ଏହି ଧାରାବାହିକରେ ସେ କର୍ଣ୍ଣ ଭୂମିକାରେ ଅଭିନୟ କରିଖୁବ୍‌ ଲୋକ ପ୍ରିୟଲାଭ କରିଥିଲେ ।