ପରିବର୍ତ୍ତନ ପାଇଁ ଜାତିଗଣନା ଜରୁରୀ 

ପରିବର୍ତ୍ତନ ପାଇଁ ଜାତିଗଣନା ଜରୁରୀ 

ଭୁବନେଶ୍ୱର : ତେଲେଙ୍ଗାନାର ଉଦାହରଣ ଦେଇ ଜାତି ଗଣନା ଜରୁରୀ କହିଲେ ରାହୁଲ ଗାନ୍ଧୀ । ଏଠି ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି ନାଁ ବୁ୍ୟରୋକ୍ରାସିରେ । ଓଡିଶାରେ ପରିବର୍ତ୍ତନ ଆଣିବାକୁ ହେଲେ ଜାତିଗଣନା ଜରୁରୀ । ଜାତି ଗଣନା ହେଲେ ହିଁ  ଦଳିତ, ପଛୁଆଙ୍କୁ ସେମାନଙ୍କ ଶକ୍ତି ଜଣାପଡିବ । ପ୍ରକୃତ ଶକ୍ତି ଜାଣି ପାରିଲେ ଏମାନେ ସରକାରକୁ ଓପାଡି ଫୋପାଡି ଦେବେ ବୋଲି କହିଛନ୍ତି ରାହୁଲ୍ ।