ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ : ମନମୋହନ 

ଓଡିଶାରେ କଂଗ୍ରେସର ସ୍ଥାନ ନାହିଁ : ମନମୋହନ 

ଭୁବନେଶ୍ୱର :  କଂଗ୍ରେସକୁ ସମାଲୋଚନା କଲେ ମନମୋହନ ସାମଲ  । ଓଡିଶାରେ କଂଗ୍ରେସର କୌଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସିପାରିବନି । ଦୀର୍ଘ ୧୯ବର୍ଷ ବିରୋଧୀ ଆସନରେ ରହିବା ପରେ ବି କ୍ଷମତାକୁ ଆସିପାରିଲେନି । ଏବେ ଖାଲି ମିଥ୍ୟାରୋପ କରୁଛନ୍ତି ।