ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି
ବ୍ୟାସନଗର: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ମମୋହନ ସିଂଙ୍କ ବିୟୋଗରେ କୋରେଇ କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ବ୍ୟାସନଗର ସଭାପତି ଦିଲ୍ଲୀପ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ପ୍ରଦେଶ କଂଗ୍ରେସ ସମ୍ପାଦକ ସୁଧାନିଧି ମହାପାତ୍ର, କୋରେଇ ବ୍ଲକ ସଭାପତି ଅକ୍ଷୟ କୁମାର ଜେନା, ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁ, ପଦ୍ମନାଭ ସ୍ୱାଇଁ, ପୂର୍ବତନ ନଗର ସଭାପତି ହୃଦାନନ୍ଦ ସାମଲ, ତପନ ନାୟକ, ମହିଳା କଂଗ୍ରେସ ସମ୍ପାଦିକା ରିତାଶ୍ରୀ ମହାନ୍ତି, ପ୍ରଭାତ ମହାପାତ୍ର, ସୁରେନ୍ଦ୍ର ନାୟକ, ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ବ୍ରଜ କିଶୋର ସ୍ୱାଇଁ, ପଦ୍ମନାଭ ନାୟକ, ରାଜକିଶୋର ପ୍ରଧାନ, ଅନୁପ ନାୟକ, ରାକେଶ ଜେନା, ଲିଟୁନ ନାୟକ, ବିଜୟ ବୋଇତାଇ, ନିରଞ୍ଜନ ନାୟକ, ସନ୍ତୋଷ ମହାନ୍ତି, ବଳରାମ ପରିଡା, କାର୍ତିକ ନାୟକ, ସୁଧୀର ମଲ୍ଲିକ, ବାଇଧର ମଳିକ, କାର୍ତିକ ଚରଣ ରାଉତ, ନରହରି କୁଅଁର, ନିରଞ୍ଜନ ନାୟକ, ଆଡଭୋକେଟ ରବୀନ୍ଦ୍ର ନାୟକ, ଶିକ୍ଷକ ନେତା ଅରୁଣ ପରିଡା, ଜଗନ୍ନାଥ ସାହୁ, ରମେଶ ଅଗ୍ରୱାଲ, କାଳନ୍ଦୀ ମଳିକ, ବଳରାମ ମଲ୍ଲିକ ପ୍ରମୁଖ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରଥିଲେ ।