ଷଠୀପୁର ଓ ବରପଦାରେ ନାବକେଳି ଉସବ
ପାଣିକୋଇଲି : ନିଖିଳ ଉକôଳ ପତିତପାବନ କୈବ୍ୟର୍ତ ସଂଘର ୧୨୬ ତମ ନାବକେଳି ଉସôବ ଅନୁଷ୍ଠିତ ହେଉଛି । ପୌରାଣିକ ତଥ୍ୟକୁ ଅଧାର କରି ଷଠିପୁରର କୈବ୍ୟର୍ତମାନେ ନିଜ ଘରଦ୍ୱାର ପରିଷ୍କାର କରି ଲିପାପୋଛା ପୂର୍ବକ ପରିଷ୍କାର କରିଥିଲେ । ଚଳିତ ବର୍ଷ ଚୈତ୍ରମାସ ପୂର୍ଣ୍ଣିମା ଠାରୁ ଏହି ଉସôବ ମହାଆଡମ୍ବରରେ ପାଳନ କରାଯାଉଛି । କୈବ୍ୟର୍ତମାନେ ନିଜ ନିଜ ନାବକୁ ମୂର୍ତି ନିର୍ମାଣ କରି ବସାଇ ଫୁଲ, ଚନ୍ଦନ, ନୈବ୍ୟେଦ ଦେଇ ସର୍ମପଣ କରିଥିଲେ । ୫ ଦିନ ବ୍ୟାପି ଏହି ଉସôବରେ ପାରମ୍ପରିକ ଘୋଡାନାଚ, ନୃତ୍ୟ, ସଂଗୀତ ସଂଗୀତ ସନ୍ଧ୍ୟା ଆଦି କାର୍ଯ୍ୟକ୍ରମ କରାଯିବ ।କାର୍ଯ୍ୟକ୍ରମରେ ଚକ୍ରଧର ଦାସ, ଲକ୍ଷ୍ମୀଧର ଦାସ, କେଶବ ଚନ୍ଦ୍ର ଦାସ, ସୁଦର୍ଶନ ପରିଡା, ଭୋଳାନାଥ ମାଝୀ, ଏକ ମାଝୀ, ଶ୍ରନିବାସ ପରିଡା, ଧବଳେଶ୍ୱର ମାଝୀ, ଶ୍ରଧର ମାଝୀ, ଗେଡନ ମାଝୀ, ଶ୍ରନିବାସ ମଳିକ, ବଟକୃଷ୍ଣ ମଳିକ, ରବିନ୍ଦ୍ର ପରିଡା, ବିଳାସ ମାଝୀ, ଦିଲ୍ଲୀପ ତରେଇ, ବାବୁଲା ତରେଇ ଏବଂ ସମସ୍ତ କର୍ମକର୍ତା ସହଯୋଗ କରୁଛନ୍ତି । ସେହିପରି କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଞ୍ଚାୟତ ବରପଦା ଗ୍ରାମରେ ନାବକେଳୀ ଉସôବ ଅନୁଷ୍ଠିତ ହେଉଅଛି । ନାବପର୍ବ ପୂଜା ଅବସରରେ କବି ଦାମୋଦର ପରିଡା ଓ କର୍ତାଭାବେ ରାଜ କିଶୋର ପରିଡା ଯୋଗଦେଇଥିବା ବେଳେ ପୂଜକ ଭାବେ ନାରାୟଣ ପଣ୍ଡା ଯୋଗଦାନ କରିଛନ୍ତି । ବାସୁଦେବ ପରିଡା, ଗୋଲକ ଚନ୍ଦ୍ର ମାଝୀ , ସହଦେବ ପରିଡା, ନକୁଳ ପରିଡା. ବାବୁରାମ ପରିଡା, ପଦ୍ମନାଭ ପରିଡା, ବାବନ ପରିଡା, ଶ୍ରୀଧର ପରିଡା, ଉପେନ୍ଦ୍ର ପରିଡା, ରମାକାନ୍ତ କରିଡା, ବଟକୃଷ୍ଣ ପରିଡା, ସଂଙ୍କର୍ଷଣ ପରିଡା, ରମାକାନ୍ତ ପରିଡା, ବଟକୃଷ୍ଣ ପରିଡା, ଶଙ୍କର୍ଷଣ ପରଇଡା, ସୌମ୍ୟରଂଜନ ପରିଡା, ଗୋପାଳ ମାଝୀ, ସରୋଜ ପରିଡା, ଶରତ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।