ପୋଷକ ବଣ୍ଟନ କାର୍ଯ୍ୟକ୍ରମ
କଟକ: ଯୋବ୍ରା ପୌର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଡକ୍ଟର ରାଜଶ୍ରୀ ସାହୁଙ୍କ ସଭାପତିତ୍ୱରେ ଏକ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଏହି ପୋଷକ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶୁଭେନ୍ଦୁ ମହାନ୍ତି, ଶ୍ୟାମ ସୁନ୍ଦର ହୋତା, ଚଣ୍ଡୀ ପ୍ରସାଦ ମହାନ୍ତି, ମହମ୍ମଦ ସାକିର, ସିଆରସିସି ଭାରତୀ ପଦ୍ମଜା ମହାନ୍ତି, ଶିକ୍ଷାବିତ ମନୋରଂଜନ ଜେନା, ବରିଷ୍ଠ ଶିକ୍ଷକ ଅଲେଖ ଚନ୍ଦ୍ର ବ୍ୟଜ, ପିତବାସ ବିନ୍ଧାଣୀ, ରୋଜାଲିନ ସାମନ୍ତରାୟ, ମାଣିକେଶ୍ୱର ଜେନା, ମଧୁସ୍ମିତା ଷଢ଼ଙ୍ଗୀ, ଅରୁଣା ଶୁକ୍ଳା, ଜ୍ୟୋତ୍ସାମୟୀ ସାମନ୍ତରାୟ, ପ୍ରିୟଙ୍କା ଚମ୍ପତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଶୁଭଶ୍ରୀ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
