SI ପରିକ୍ଷା କେଳେଙ୍କାରୀ : ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚର ରେଡ଼୍‌

SI ପରିକ୍ଷା କେଳେଙ୍କାରୀ : ବଣିକ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚର ରେଡ଼୍‌

ଭୁବନେଶ୍ୱର : ଭୁବନେଶ୍ୱର ସିଆରପି ଠାରେ ଥିବା ‘ବଣିକ’ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚର ରେଡ଼୍‌ ହୋଇଛି । କ୍ରାମବ୍ରାଞ୍ଚ ଡ଼ିଏସପି ନରେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ନିକଟରେ ହୋଇଥିବା ଏସଆଇ ପରିକ୍ଷା କେଳେଙ୍କାରୀରେ ବଣିକ ସାମିଲ ଥିବା ସନ୍ଦେହ ନେଇ ଆଜି କ୍ରାଇମବ୍ରାଞ୍ଚ ତରଫରୁ ବଣିକ କୋଚିଂ ସେଣ୍ଟରେ ଚାଲିଛି ତନାଘନା । ପରୀକ୍ଷାର୍ଥୀଙ୍କ ଠାରୁ ଟଙ୍କା ନେଇ ଚାକିରି ଯୋଗଉଥିବା ନେଇ ବଢ଼ିଛି ସନ୍ଦେହ । ୫ ବର୍ଷର ପୁରୁଣା ରେକର୍ଡ ଖୋଜୁଛି କ୍ରାଇମବ୍ରାଞ୍ଚ । ବିଜୟନଗର ପରିକ୍ଷା ଦେବା ପାଇଁ ଯାଉଥିବା ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ବଣିକର ପରିକ୍ଷାର୍ଥୀ ।