ଉପର ପଡ଼ିଆରେ ହେବ ଐତିହ ବାଲିଯାତ୍ରା
କଟକ : କଟକ ବାଲିଯାତ୍ରାର ଉପର ପଡ଼ିଆରେ ହେବ ଐତିହ ବାଲିଯାତ୍ରା ମହୋତ୍ସବ । ପ୍ରଥମରୁ ତଳ ପଡ଼ିଆରେ ବାଲିଯାତ୍ରା ଦେବ ବୋଲି ପ୍ରସାଶନ ପକ୍ଷରୁ ସୂଚନା ମିଳିଥିଲା । ବାଲିଯାତ୍ରା ଦେଖିବାକୁ ବିଭିନ୍ନ ସହର ଓ ବାହାର ରାଜ୍ୟରୁ ବହୁଲୋକଙ୍କ ସମାବେସ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟକୁ ସତ୍ୟପାଠ ଦେଇ ଉପର ପଡ଼ିଆରେ ଐତିହ ବାଲିଯାତ୍ରା ଦେବା ପାଇଁ ଅନୁମତି ମିଳିଛି ।